ବ୍ରହ୍ମପୁରର ପ୍ରସିଦ୍ଧ
ଦ୍ୱି-ବାର୍ଷିକ ଠାକୁରାଣୀ ଯାତ୍ରା ପାରମ୍ପରିକ ରୀତିରେ ୨୦୧୯ ଗ୍ରୀଷ୍ମଋତୁରେ ଆୟୋଜନଲାଗି
ନିର୍ଦ୍ଧାରିତ । ଚଳିତ ବର୍ଷ ମାର୍ଚ୍ଚ ୨୯ ରୁ ଏପ୍ରିଲ ୨୯ ଏକମାସ ବ୍ୟାପୀ ଯାତ୍ରା ଅନୁଷ୍ଠିତ
ହେବ । ମାର୍ଚ୍ଚ ୨୯ ଶୁକ୍ରବାର ନିଶାର୍ଦ୍ଧରେ ଠାକୁରାଣୀଙ୍କୁ ନିମନ୍ତ୍ରଣ କରାଯାଇ ମାର୍ଚ୍ଚ ୩୦
ଶନିବାର ପ୍ରତ୍ୟୁଷରୁ ବଡ଼ବଜାର ଦେଶୀବେହରା ସାହୀସ୍ଥିତ ଅସ୍ଥାୟୀ ପୂଜାମଣ୍ଡପରେ ସ୍ଥାପନ
କରାଯାଇଛି । ଯାତ୍ରାପାଳନ ନିମନ୍ତେ ଆୟୋଜକଙ୍କ ପକ୍ଷରୁ ଦୀର୍ଘଦିନରୁ ପ୍ରସ୍ତୁତି ଆରମ୍ଭ
ହୋଇଥିଲା ।
No comments:
Post a Comment