Saturday, April 29, 2017

ଠାକୁରାଣୀ ଯାତ୍ରା ଇ-ବୁକ


ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପରମ୍ପରା ଅଧ୍ୟୟନ କରି ବିଗତ ଚ଼ାରି ଦଶନ୍ଧୀଧରି ସ୍ଥାନୀୟ ପତ୍ରପତ୍ରିକା, ସଂବାଦପତ୍ର, ରେଡ଼ିଓ ଓ ଟେଲିଭିଜନ ନିମନ୍ତେ ସମୟେ ସମୟେ ମୁଁ ଲେଖାଲେଖି କରିଥାଏ l ୨୦୧୩ ଯାତ୍ରାରେ ସୋସିଆଲ ମିଡ଼ିଆ ଉପଯୋଗରେ ଏକ ବ୍ଳଗ ଆରମ୍ଭ କରିଥିବାବେଳେ ଚଳିତ ୨୦୧୭ ଯାତ୍ରା ଅବସରରେ ଏକ ଇ-ବୁକ ପ୍ରଯୋଜନା କରିଛି l ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପରମ୍ପରା ଶୀର୍ଷକ ଇ-ବୁକଟି ସଂଗ୍ରହ କରିବା ନିମନ୍ତେ ଆପଣ ନିଜ ଇ-ମେଲ ଆଇଡ଼ିରୁ ଏହାର ପ୍ରକାଶକଙ୍କୁ ଅନୁରୋଧ ଜଣାଇଲେ ଫେରନ୍ତା ଇ-ମେଲରେ ଇ-ବୁକଟି ବିନାମୂଲ୍ୟରେ ଯୋଗାଇଦିଆଯିବ:
pmdigidocu@gmail.com

No comments: